GAJALAXMI PUJA COMMITTEE GORADA

ଗଜଲକ୍ଷ୍ମୀ ପୂଜା “ଗୋରଡ”

Laxmi Puja in Gorada

ପୂଜାର ଆଭିମୂଖ୍ୟ – ପ୍ରେମ | ବିଶ୍ବାସ | ସ୍ନେହ | ମମତା | ଭାତୃତ୍ୱ | ସାହାଯ୍ୟ | ସଂହତି | ସହାନୁଭୂତି

ଏହି ସମୂହ ପୂଜା ୧୯୯୮ ମସିହାରେ ଗୋରଡ଼ ଗ୍ରାମରେ କେତେକ ଉତ୍ସାହୀ ଯୁବ ଗୋଷ୍ଠୀକୁ ନେଇ ଜଗତ କଲ୍ୟାଣମୟୀ ମା’ ଗଜଲକ୍ଷ୍ମୀଙ୍କର ପ୍ରାଥମିକ ପୂଜା-ଉତ୍ସବ ସାମୁହିକ ଭାବେ ପାଳନ କରାଇଥିଲେ। ଏହା ସମସ୍ତଙ୍କୁ ଏକତାବଦ୍ଧ କରିବା ଏବଂ ବିଭିନ୍ନ ଦୁର୍ଗତିରୁ ଉଦ୍ଧାର ପାଇଁ ସଂପର୍କ ସ୍ଥାପନ କଲା, ଏହା ଆଜି ମଧ୍ୟ ଗୋରଡ଼ର ଏକ ପରମ୍ପରା ଉତ୍ସବ ଭାବେ ପରିଚିତ।

No comments:

Post a Comment

Thanks For Your Feedback